ଆସି Āsi

  • ଦେ. କ୍ରି. (ଅସମାପିକା) — ଆଗମନ କରି — Having come; coming
  • ଦେ. କ୍ରି. ବିଣ — ଏବକୁ; ବର୍ତ୍ତମାନ — Now
  • ଦେ. କ୍ରି. ବିଣ — ବୁଢ଼ାତ ଆସି ମୁହିଁ ହୋଇଲିଣି ବପା। କୃଷ୍ଣସିଂହ. ମହାଭାରତ. ଦ୍ରୋଣ।