ଆସାମୀ Āsāmī

  • ବୈଦେ. ବି. (ଆ) — ଦେବାନି ମକଦ୍ଦମାରେ ପ୍ରତିବାଦୀ — Defendant in a Civil suit
  • ବୈଦେ. ବି. (ଆ) — ମୁଦାଲା; ଫଉଜଦାରି ଅଦାଲତରେ ଅପରାଧରେ ଅଭିଯୁକ୍ତ ବ୍ୟକ୍ତି — Accused person in a criminal case
  • ବୈଦେ. ବି. (ଆ) — କୌଣସି କୋଟ୍ରେ ଆବେଦନକାରୀର ବିପକ୍ଷ ବ୍ୟକ୍ତି — Opponent of a petitioner in any court
  • ବୈଦେ. ବି. (ଆ) — ବ୍ୟକ୍ତି — Person
  • ବୈଦେ. ବି. (ଆ) — ଜମିଦାରଙ୍କ ଜମାବନ୍ଦୀ ବହି ଆଦିରେ ପ୍ରଜାର ନାମ — The name of a tenant in the rent roll
  • ବୈଦେ. ବି. (ଆ) — ଦାବୀଦାର ବ୍ୟକ୍ତି — 5. A claimant; a person claiming a certain status
  • ଦେ. ବିଣ. — ଆସାମ ଦେଶୀୟ (ବ୍ୟକ୍ତି, ଭାଷା ବା ବସ୍ତୁ) — Assamese (thing, person or language.)