ଆସାର Āsāra

  • ସଂ. ବି. (ଆ+ସୃ ଧାତୁ=ଯିବା+ଭାବ. ଅ) — ଅସରା; ମୁଷଳଧାରାରେ ବୃଷ୍ଟିପାତ; ଜଳଧାରା ପତନ — Shower; out-pour; down-pour
  • ସଂ. ବି. (ଆ+ସୃ ଧାତୁ=ଯିବା+ଭାବ. ଅ) — କୌଣସି ପଦାର୍ଥର ଧାରା — Continuous shower of anything
  • ସଂ. ବି. (ଆ+ସୃ ଧାତୁ=ଯିବା+ଭାବ. ଅ) — ଶତ୍ରୁ ସୈନ୍ୟ ବେଷ୍ଟନ — Hemming in of an enemy's force; surrounding the enemy
  • ସଂ. ବି. (ଆ+ସୃ ଧାତୁ=ଯିବା+ଭାବ. ଅ) — ବିସ୍ତାର; ପ୍ରସାରଣ — Extension
  • ସଂ. ବି. (ଆ+ସୃ ଧାତୁ=ଯିବା+ଭାବ. ଅ) — ଜଳକଣା — Minute particles of water
  • ସଂ. ବି. (ଆ+ସୃ ଧାତୁ=ଯିବା+ଭାବ. ଅ) — ବନ୍ଧୁବଳ; ମିତ୍ର ସେନା — The force or army of an ally
  • ସଂ. ବି. (ଆ+ସୃ ଧାତୁ=ଯିବା+ଭାବ. ଅ) — ପ୍ରବେଶ — Entrance; admission