ଆସିଆ Āsiā
- ଦେ. ବି. (ନାମ) — ପୂର୍ବ ଗୋଲାର୍ଦ୍ଧର ପ୍ରଧାନ ମହାଦେଶ — Asia
- ଗ୍ରା. ବିଣ—(ସଂ. ଅଂଶ) — ଆଁଶିଆ (ଦେଖ) — Āñṡiā (See)
- ଗ୍ରା. ଅ — ସଦୃଶ; ପରି — Like
- ଗ୍ରା. ଅ — ଅଂଶତଃ; ପ୍ରାୟଶଃ — Partly; slightly
- ଗ୍ରା. ଅ — (ଯଥା—ରାମ ଠିକ ତାହା ବାପ ଆସିଆ।)
- ଗ୍ରା. ଅ — [ଦ୍ର—ବିଶେଷଣ ପଦର ପରେ ବ୍ୟବହୃତ ହୁଏ । ଯଥା— ନାଲି ଆସିଆ।]