ଆର୍ଦ୍ର Ārdra
- ସଂ. ବିଣ. (ଅର୍ଦ୍ ଧାତୁ=ଗମନ କରିବା+କର୍ତ୍ତୃ. ର) — ଓଦା; ତିନ୍ତା; ଭିଜା; ସନ୍ତସନ୍ତିଆ — Wet; moist
- ସଂ. ବିଣ. (ଅର୍ଦ୍ ଧାତୁ=ଗମନ କରିବା+କର୍ତ୍ତୃ. ର) — ଶିଥିଳ — Lax; loose
- ସଂ. ବିଣ. (ଅର୍ଦ୍ ଧାତୁ=ଗମନ କରିବା+କର୍ତ୍ତୃ. ର) — ମୃଦୁ; କୋମଳ — Soft; tender
- ସଂ. ବିଣ. (ଅର୍ଦ୍ ଧାତୁ=ଗମନ କରିବା+କର୍ତ୍ତୃ. ର) — ଚଟଚଟିଆ; ଅଠାଳିଆ — Clammy