ଆର୍ଦ୍ରକ Ārdraka

  • ସଂ. ବି. (ଆର୍ଦ୍ର=ଓଦା+କ; ଏହା ଅର୍ଦ୍ର ବା ରସମୟ ଥିବାରୁ) — ଅଦା; ଶୃଙ୍ଗବେର — Ginger root; ginger; gingiber officenale
  • ସଂ. ବି. (ଆର୍ଦ୍ର=ଓଦା+କ; ଏହା ଅର୍ଦ୍ର ବା ରସମୟ ଥିବାରୁ) — [ଦ୍ର— ଏହା ହଳଦିଜାତୀୟ କୃଷିଜାତ ଶାକମୂଳ। ଏହାର ପତ୍ର ହଳଦୀପତ୍ର ପରି। ଏହି ମୂଳକୁ ଶୁଖାଇଲେ ଶୁଣ୍ଠି ହୁଏ। ଅଦା ଭେଦକ, ଗୁରୁ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ଅଗ୍ନିକାରକ ଏବଂ ବାତ ଓ କଫନାଶକ। ଭୋଜନ ପୂର୍ବେ ଅଦା ଓ ଲୁଣ ଚୋବାଇଲେ ଖାଦ୍ୟ ଦ୍ରବ୍ୟର ଶୀଘ୍ର ପରିପାକ ହୁଏ। ଅଦାରସ ଓ ମହୁ ଖାଇଲେ କଫ ଓ ଶରଦ ଛାଡ଼ିଯାଏ। ଅଦାରସ ଓ ମହୁ ମୁଣ୍ଡରେ ମାଲିସ୍ କଲେ ମଥାଭ୍ରମ — [synonym(s):ତେ. ଅଲ୍ଲମ୍ ମ. ଆଲେ ଫା. ଆଲୁଚଏସୁଲ୍ତାନି ବୀଞ୍ଜବିଲ୍ତର ଆ. ଜିଞ୍ଜବିଲ୍ତର; ଆଲର୍ତବ୍]ଭଲ ହୁଏ ଅଦାଦ୍ୱାରା ଜିହ୍ୱା ଓ କଣ୍ଠ ବିଶୋଧିତ ହୁଏ ଗ୍ରୀଷ୍ମ ଓ ଶରତ୍କାଳରେ ଏହା ହିତକର ନୁହେଁ ଏହା ରୁଚିଜନକ, ସ୍ୱରବର୍ଦ୍ଧକ ଓ ଶୁକ୍ରଜନକ, ଆନାହ ଓ ଶୂଳରୋଗର ଶାନ୍ତିକାରକ]