ଆର୍ଦୋଳି Ārdoḻi
- ଦେ. ବି. — ଅଳି; ସାନୁବନ୍ଧ ପ୍ରାର୍ଥନା — Importunate. demand; vexations prayer
- ଦେ. ବି. — ଜଞ୍ଜାଳ; ଝଞ୍ଜଟ — Botheration; confusion; complication
- ଦେ. ବି. — ଏକାଏ ସହଲି ପାଞ୍ଚଙ୍କର ମୁଁ ଆର୍ଦୋଳି। ସାରଳା ମହାଭାରତ. ବିରାଟ।
- ଦେ. ବି. — ଦାଉ; ଦୁଃଖ — Brunt; troubles
- ଦେ. ବି. — ଅତ୍ୟାଚାର — Oppression