ଆର୍ଦ୍ରା Ārdrā

  • ସଂ. ବି. ସ୍ତ୍ରୀ — ନକ୍ଷତ୍ର ବିଶେଷ; ଜ୍ୟୋତିଷୋକ୍ତ 27 ନକ୍ଷତ୍ର ମଧ୍ୟରୁ ଷଷ୍ଠ ନକ୍ଷତ୍ରପୁଞ୍ଜ (ନକ୍ଷତ୍ର ତଳେ ନୋଟ୍ ଦେଖ) — ନକ୍ଷତ୍ର ବିଶେଷ; ଜ୍ୟୋତିଷୋକ୍ତ27ନକ୍ଷତ୍ର ମଧ୍ୟରୁ ଷଷ୍ଠ ନକ୍ଷତ୍ରପୁଞ୍ଜ (ନକ୍ଷତ୍ର ତଳେ ନୋଟ୍ ଦେଖ)— The 6th of the 27th lunar mansions