ଆର୍ଥୀବ୍ୟଞ୍ଜନା ବୃତ୍ତି Ārthībyan̄janā bṛutti

  • ସଂ. ବି. — ବକ୍ତା ବାକ୍ୟ ବୋଧବ୍ୟ ସମ୍ବନ୍ଧ ଅନ୍ୟ ସନ୍ନିଧି ପ୍ରସ୍ତାବ କାଳ ଦେଶ କାକୁ ଓ ଚେଷ୍ଟାଦିର ବିଶିଷ୍ଟତାବଶତଃ ଯେଉଁ ବୃତ୍ତି ଅନ୍ୟ ଅର୍ଥ ପ୍ରକାଶ କରେ (ଅଳଙ୍କାର ତରଙ୍ଗିଣୀ. ପୃ 12 ) — ବକ୍ତା ବାକ୍ୟ ବୋଧବ୍ୟ ସମ୍ବନ୍ଧ ଅନ୍ୟ ସନ୍ନିଧି ପ୍ରସ୍ତାବ କାଳ ଦେଶ କାକୁ ଓ ଚେଷ୍ଟାଦିର ବିଶିଷ୍ଟତାବଶତଃ ଯେଉଁ ବୃତ୍ତି ଅନ୍ୟ ଅର୍ଥ ପ୍ରକାଶ କରେ (ଅଳଙ୍କାର ତରଙ୍ଗିଣୀ. ପୃ12)— An attribute of words connoting a meaning different from the apparent meaning owing to peculiar position or circumstances