ଆବୃତ୍ତ Ābṛutta
- ସଂ. ବିଣ. — (ଆ=ବିପରୀତ ଦିଗରେ+ବୃତ୍ ଧାତୁ= ଯିବା+କର୍ମ. ତ)— 1 । ପଠିତ — (ଆ=ବିପରୀତ ଦିଗରେ+ବୃତ୍ ଧାତୁ= ଯିବା+କର୍ମ. ତ)— ପଠିତ—. Studied
- ସଂ. ବିଣ. — ପୁନଃ ପୁନଃ ଅଭ୍ୟସ୍ତ — Repeated
- ସଂ. ବିଣ. — ଗୁଣିତ — Multiplied
- ସଂ. ବିଣ. — (+କର୍ତ୍ତୃ. ତ)—ଚକ୍ରାକାରରେ ଗମନ କରୁଥିବା — Turned round; whirled
- ସଂ. ବିଣ. — ଆଗତ — Come
- ସଂ. ବିଣ. — ନିବୃତ୍ତ — Ceased
- ସଂ. ବିଣ. — ଚତୁର୍ଦ୍ଦଶ ପ୍ରକାର ମଣ୍ଡଳ ମଧ୍ୟରୁ ମଣ୍ଡଳବିଶେଷ — A kind of circular figure