ଆବୃତି Ābṛuti

  • ସଂ. ବି. ସ୍ତ୍ରୀ. — (ଆ+ବୃ ଧାତୁ=ଅବରୋଧ କରିବା+ ଭାବ. ତି)— 1 । ଆବରଣ — (ଆ+ବୃ ଧାତୁ=ଅବରୋଧ କରିବା+ ଭାବ. ତି)— ଆବରଣ—. Covering
  • ସଂ. ବି. ସ୍ତ୍ରୀ. — ଆଚ୍ଛାଦନ — Hiding
  • ସଂ. ବି. ସ୍ତ୍ରୀ. — ତିରୋଧାନ — Disappearance
  • ସଂ. ବି. ସ୍ତ୍ରୀ. — ବେଷ୍ଟନ — Surrounding
  • ସଂ. ବି. ସ୍ତ୍ରୀ. — (+କରଣ. ତି)— ପ୍ରାଚୀର — Compound-wall