ଆବେଦନ Ābedana

  • ସଂ. ବି. (ଆ+ବିଦ୍ ଧାତୁ ଣିଚ; ବେଦି ଧାତୁ+କର୍ତ୍ତୃ. ଅନ) — ନିବେଦନ — Representation
  • ସଂ. ବି. (ଆ+ବିଦ୍ ଧାତୁ ଣିଚ; ବେଦି ଧାତୁ+କର୍ତ୍ତୃ. ଅନ) — ବିଜ୍ଞାପନ — Notifying
  • ସଂ. ବି. (ଆ+ବିଦ୍ ଧାତୁ ଣିଚ; ବେଦି ଧାତୁ+କର୍ତ୍ତୃ. ଅନ) — ପ୍ରାର୍ଥନା — Prayer
  • ସଂ. ବି. (ଆ+ବିଦ୍ ଧାତୁ ଣିଚ; ବେଦି ଧାତୁ+କର୍ତ୍ତୃ. ଅନ) — ଦରଖାସ୍ତ — Petition
  • ସଂ. ବି. (ଆ+ବିଦ୍ ଧାତୁ ଣିଚ; ବେଦି ଧାତୁ+କର୍ତ୍ତୃ. ଅନ) — ନାଲିସ୍ କରିବା — Applying