ଆବୃତ Ābṛuta

  • ସଂ. ବିଣ. [(ଆ+ବୃ ଧାତୁ)=ଆବରଣ କରିବା+କର୍ମ. ତ)] — ଆଚ୍ଛାଦିତ — Covered
  • ସଂ. ବିଣ. [(ଆ+ବୃ ଧାତୁ)=ଆବରଣ କରିବା+କର୍ମ. ତ)] — ବେଷ୍ଟିତ — Enveloped
  • ସଂ. ବିଣ. [(ଆ+ବୃ ଧାତୁ)=ଆବରଣ କରିବା+କର୍ମ. ତ)] — ବ୍ୟାପ୍ତ — Surrounded as by a layer
  • ସଂ. ବିଣ. [(ଆ+ବୃ ଧାତୁ)=ଆବରଣ କରିବା+କର୍ମ. ତ)] — ବିସ୍ତାରିତ — Spread
  • ସଂ. ବିଣ. [(ଆ+ବୃ ଧାତୁ)=ଆବରଣ କରିବା+କର୍ମ. ତ)] — ଅଜ୍ଞାନାବୃତ — Steeped in ignorance
  • ସଂ. ବିଣ. [(ଆ+ବୃ ଧାତୁ)=ଆବରଣ କରିବା+କର୍ମ. ତ)] — ପୂରିତ — Filled up
  • ସଂ. ବିଣ. [(ଆ+ବୃ ଧାତୁ)=ଆବରଣ କରିବା+କର୍ମ. ତ)] — ବ୍ରାହ୍ମଣ ଔରସରେ ଉଗ୍ର କନ୍ୟା ଗର୍ଭ ଜାତ (ସନ୍ତାନ) — (child) Born from a Brāhmaṇa-father and ugra mother