ଆବୁଲ୍ଫଜଲ୍ Ābulphajal
- ଦେ. ବି. (ନାମ) — ମୋଗଲ ସମ୍ରାଟ ଆକବରଙ୍କ ପ୍ରିୟତମ ଅମାତ୍ୟ
- ଦେ. ବି. (ନାମ) — [ଦ୍ର—ଏ ଜଣେ ବିଦ୍ୱାନ୍, କବି ଓ ସୁଲେଖକ ଥିଲେ। ଏହାଙ୍କ ରଚିତ ଆଇନିଆକବରୀ ଓ ଆକବରନାମା ପ୍ରସିଦ୍ଧ ଐତିହାସିକ ଗ୍ରନ୍ଥ। କଥିତ ଅଛି ଯେ ଏ ନିତି 22 ସେର ଦ୍ରବ୍ୟ ଖାଉଥିଲେ ଓ ମୁଷଳମାନ ଧର୍ମରେ ଆସ୍ଥାବାନ ନ ଥାଇ ଏ ନୂତନ ଇଲାହୀ ଧର୍ମ ପ୍ରଚାର କରିଥିଲେ। ଏହାଙ୍କର ଜନ୍ମ 1551 ଖ୍ରୀଷ୍ଟାବ୍ଦରେ ଓ ମୃତ୍ୟୁ 1602 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏ ଆକବରଙ୍କ ପୁତ୍ର ସେଲିମ୍ଙ୍କ ଦ୍ୱାରା ନିହତ ହୋଇଥିଲେ।] — [ଦ୍ର—ଏ ଜଣେ ବିଦ୍ୱାନ୍, କବି ଓ ସୁଲେଖକ ଥିଲେ ଏହାଙ୍କ ରଚିତ ଆଇନିଆକବରୀ ଓ ଆକବରନାମା ପ୍ରସିଦ୍ଧ ଐତିହାସିକ ଗ୍ରନ୍ଥ କଥିତ ଅଛି ଯେ ଏ ନିତି22ସେର ଦ୍ରବ୍ୟ ଖାଉଥିଲେ ଓ ମୁଷଳମାନ ଧର୍ମରେ ଆସ୍ଥାବାନ ନ ଥାଇ ଏ ନୂତନ ଇଲାହୀ ଧର୍ମ ପ୍ରଚାର କରିଥିଲେ ଏହାଙ୍କର ଜନ୍ମ1551ଖ୍ରୀଷ୍ଟାବ୍ଦରେ ଓ ମୃତ୍ୟୁ1602ଖ୍ରୀଷ୍ଟାବ୍ଦରେ ହୋଇଥିଲା ଏ ଆକବରଙ୍କ ପୁତ୍ର ସେଲିମ୍ଙ୍କ ଦ୍ୱାରା ନିହତ ହୋଇଥିଲେ]