ଆବୃତ୍ତି Ābṛutti

  • ସଂ. ବି. (ଆ=ପୁନଃ ପୁନଃ+ବୃତ୍ ଧାତୁ=ଗମନ କରିବା+ ଭାବ. ତି) — ପୁନରାଗମନ — Returning; coming again
  • ସଂ. ବି. (ଆ=ପୁନଃ ପୁନଃ+ବୃତ୍ ଧାତୁ=ଗମନ କରିବା+ ଭାବ. ତି) — ଆଗମନ — Coming
  • ସଂ. ବି. (ଆ=ପୁନଃ ପୁନଃ+ବୃତ୍ ଧାତୁ=ଗମନ କରିବା+ ଭାବ. ତି) — ଫେରିଆସିବା; ପୁନର୍ଜନ୍ମ ହେବା — Rebirth; transmigration after death
  • ସଂ. ବି. (ଆ=ପୁନଃ ପୁନଃ+ବୃତ୍ ଧାତୁ=ଗମନ କରିବା+ ଭାବ. ତି) — ପୁନଃ ପଠନ; ଅଭ୍ୟାସ — Repetition
  • ସଂ. ବି. (ଆ=ପୁନଃ ପୁନଃ+ବୃତ୍ ଧାତୁ=ଗମନ କରିବା+ ଭାବ. ତି) — ଗୁଣନ; ଗୁଣି ହେବା — Getting by heart
  • ସଂ. ବି. (ଆ=ପୁନଃ ପୁନଃ+ବୃତ୍ ଧାତୁ=ଗମନ କରିବା+ ଭାବ. ତି) — ବ୍ୟାଖ୍ୟା ନ କରି ପଢ଼ିବା; ଘୋଷିବା — Reading aloud
  • ସଂ. ବି. (ଆ=ପୁନଃ ପୁନଃ+ବୃତ୍ ଧାତୁ=ଗମନ କରିବା+ ଭାବ. ତି) — ପାଟି କରି ପଢ଼ିବା — Reciting