ଆବରଣୀୟ Ābaraṇīya

  • ସଂ. ବିଣ. (ଆ+ବୃ ଧାତୁ=ଆଚ୍ଛାଦନ କରିବା+କର୍ମ. ଅନୀୟ) — ଆଚ୍ଛାଦନ ଯୋଗ୍ୟ — Fit to be covered
  • ସଂ. ବିଣ. (ଆ+ବୃ ଧାତୁ=ଆଚ୍ଛାଦନ କରିବା+କର୍ମ. ଅନୀୟ) — ଯାହା ଲୁଚାଇବା ଯୋଗ୍ୟ — Fit to be concealed