ଆବରଣ ପଟ Ābaraṇa paṭa
- ସଂ. ବି. (ମଧ୍ୟପଦଲୋପୀ; ଆବରଣାର୍ଥେ ବ୍ୟବହୃତ ପଟ) — ଯେଉଁ ପରଦାଦ୍ୱାରା କୌଣସି ବସ୍ତୁକୁ ଘୋଡ଼ାଇ ଦିଆ ଯାଏ
- ସଂ. ବି. (ମଧ୍ୟପଦଲୋପୀ; ଆବରଣାର୍ଥେ ବ୍ୟବହୃତ ପଟ) — ତପଃ ପାଶେ କ୍ଷମା ହସ୍ତେ ଆବରଣ ପଟ, ବ୍ୟସ୍ତ ସଦାପରଦୋଷ ଆବରିବା ପାଇଁ। ରାଧାନାଥ, ମହାଯାତ୍ରା।