ଆବରା Ābarā

  • ପ୍ରାଦେ. (ଗଞ୍ଜାମ) ବି. — ଲୁଣ ପାଣିକୁ ନିଆଁରେ ବସାଇ ସେଥିରୁ ଲୁଣ ମାରିବା ପାଇଁ ବ୍ୟବହୃତ ପିହାଣ (ଦୈନିକ ଆଶା 25 । 5 । 30 ) — ଲୁଣ ପାଣିକୁ ନିଆଁରେ ବସାଇ ସେଥିରୁ ଲୁଣ ମାରିବା ପାଇଁ ବ୍ୟବହୃତ ପିହାଣ (ଦୈନିକ ଆଶା25530)A pot for boiling salt water for manufacturing salt
  • ପ୍ରାଦେ. (ଗଞ୍ଜାମ) ବି. — ଲୁଣ ମାରିବାରେ ବ୍ୟବହୃତ କିଆରି — Spot or field storing saline water for manufacturing salt