ଆବର୍ଜିତ Ābarjita
- ସଂ. ବିଣ. (ଆ=ସମ୍ୟକ୍+ବର୍ଜିତ=ତ୍ୟକ୍ତ) — ପରିତ୍ୟକ୍ତ — Abandoned
- ସଂ. ବିଣ. (ଆ=ସମ୍ୟକ୍+ବର୍ଜିତ=ତ୍ୟକ୍ତ) — ଆନତ — Bent down
- ସଂ. ବିଣ. (ଆ=ସମ୍ୟକ୍+ବର୍ଜିତ=ତ୍ୟକ୍ତ) — ଆହୃତ — Collected
- ସଂ. ବିଣ. (ଆ=ସମ୍ୟକ୍+ବର୍ଜିତ=ତ୍ୟକ୍ତ) — ସଂଯମିତ — Restrained
- ସଂ. ବିଣ. (ଆ=ସମ୍ୟକ୍+ବର୍ଜିତ=ତ୍ୟକ୍ତ) — ଓଳିଆ ହୋଇଥିବା — Swept off