ଆବରଣ Ābaraṇa

  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — ଆଚ୍ଛାଦନ — Act of covering
  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — (+କରଣେ. ଅନ) — -
  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — ଚର୍ମଫଳକ; ଢାଲ
  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — ଢାଙ୍କୁଣୀ; ଆଚ୍ଛାଦନ — Covering; lid
  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — ପରଦା — Screen
  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — ଆଚ୍ଛାଦନସାଧନ (ପ୍ରାଚୀର ଆଦି) — Walls etc. which screen a place from public gaze
  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — ଅବରୋଧ — Concealment from public gaze
  • ସଂ. ବି. (ଆ=ବୃ ଧାତୁ=ଅବରୋଧ କରିବା+ଭାବ. ଅନ) — ଲୁଚାଇବା — Concealment