ଆବରିବା Ābaribā

  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଆବରଣ କରିବା; ଆଚ୍ଛାଦନ କରିବା; ଘୋଡ଼ାଇବା — To cover; to screen; to shield
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ତପଃ ପାଶେ କ୍ଷମା ହସ୍ତେ ଆବରଣ ପଟ। ବ୍ୟସ୍ତ ସଦା ପର ଦୋଷ ଆବରିବା ପାଇଁ। ରାଧାନାଧ, ମହାଯାତ୍ରା।
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଘେରି କରି ରହିବା — To surround
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଆବରି ଅଳକା ସୌଧ ଶିଖର। ରାଧାନାଥ, ମେଘଦୂତ।
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଅଧିକାର କରି ବସିବା — To establish one's self in authority; to occupy
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ସ୍ୱୀକାର କରିବା; ଆପଣାର କରିବା — To affiliate; to treat as one's own; to acknowledge as one's own
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — (ଲକ୍ଷଣାର୍ଥ) କୌଣସି ମନୋଗତ ଭାବକୁ ଚାପି ରଖିବା — To suppress one's feelings
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଧୈର୍ଯ୍ୟଶୀଳା ଧୈର୍ଯ୍ୟ ଆବରି ସେ ଭାବ ବାହ୍ୟେ ଦିଶନ୍ତି ଶୀତଳ। ରାଧାନାଥ, ପାର୍ବତୀ।
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — କୌଣସି କାର୍ଯ୍ୟ କରିବା ପାଇଁ ଆଦରିବା — To undertake to do a work
  • ଦେ. ପଦ୍ୟ. କ୍ରି. (ସଂ. ଆବରଣ) — ଘୋଟିବା — To overspread; to over cloud