ଆଦିତ୍ୟ Āditya

  • ସଂ. ବି. (ଅଦିତି=ଦେବମାତା+ଅପତ୍ୟାର୍ଥେ. ଯ) — ଦେବତା — Deity
  • ସଂ. ବି. (ଅଦିତି=ଦେବମାତା+ଅପତ୍ୟାର୍ଥେ. ଯ) — ଦ୍ୱାଦଶ ଆଦିତ୍ୟଗଣ — The twelve sun-gods
  • ସଂ. ବି. (ଅଦିତି=ଦେବମାତା+ଅପତ୍ୟାର୍ଥେ. ଯ) — [ଦ୍ର—ଦ୍ୱାଦଶ ଆଦିତ୍ୟ; ଯଥା 1 । ଧାତା, 2 । ଅର୍ଯ୍ୟମା, 3 । ମିତ୍ର, 4 । ବରୁଣ, 5 । ଇନ୍ଦ୍ର, 6 । ବିବସ୍ୱାନ, 7 । ପୂଷ, 8 । ପର୍ଜନ୍ୟ, 9 । ଅଂଶୁମାନ, 10 । ଭବ, 11 । ତ୍ୱଷ୍ଟା ଓ 12 । ବିଷ୍ଣୁ। ଜଗନ୍ନାଥ, ଭାଗବତ. 12 ଶ।] — [ଦ୍ର—ଦ୍ୱାଦଶ ଆଦିତ୍ୟ; ଯଥା1 ଧାତା,2 ଅର୍ଯ୍ୟମା,3 ମିତ୍ର,4 ବରୁଣ,5 ଇନ୍ଦ୍ର,6 ବିବସ୍ୱାନ,7 ପୂଷ,8 ପର୍ଜନ୍ୟ,9 ଅଂଶୁମାନ,10 ଭବ,11 ତ୍ୱଷ୍ଟା ଓ12 ବିଷ୍ଣୁ ଜଗନ୍ନାଥ, ଭାଗବତ.12ଶ]
  • ସଂ. ବି. (ଅଦିତି=ଦେବମାତା+ଅପତ୍ୟାର୍ଥେ. ଯ) — ସୂର୍ଯ୍ୟ; ରବି — The Sun
  • ସଂ. ବି. (ଅଦିତି=ଦେବମାତା+ଅପତ୍ୟାର୍ଥେ. ଯ) — ଅର୍କଗଛ; ଅରଖ ଗଛ — Calotropis Gigantea (plant)
  • ସଂ. ବି. (ଅଦିତି=ଦେବମାତା+ଅପତ୍ୟାର୍ଥେ. ଯ) — (ଜ୍ୟୋତିଷ) ପୁନର୍ବସୁ ନକ୍ଷତ୍ର — (astronomy) The 7th asterism
  • ସଂ. ବି. (ଅଦିତି=ଦେବମାତା+ଅପତ୍ୟାର୍ଥେ. ଯ) — ରବିବାର — Sunday
  • ଦେ. ବି — ଦେଶବିଶେଷ — Name of a country
  • ଦେ. ବି — ଆଦିତ୍ୟ ଦେଶର ପଦ୍ମସେନ ନରପତି ପ୍ରବେଶିଲା ସେହୁ ସ୍ୱୟଂବର ବାରସ୍ୱତୀ। ସାରଳା, ଚଣ୍ଡୀପୁରାଣ।