ଆଦିକାଳ Ādikāḻa

  • ସଂ. ବି. (ଆଦି+କାଳ) — ଆବହମାନ କାଳ; ଅତି ପୂର୍ବକାଳ — Time immemorial
  • ସଂ. ବି. (ଆଦି+କାଳ) — ସୃଷ୍ଟିର ଆରମ୍ଭକାଳ — The beginning of the creation
  • ସଂ. ବି. (ଆଦି+କାଳ) — ସତ୍ୟଯୁଗ — The Golden age