ଆଦିତେୟ Āditeya

  • ସଂ. ବି. ପୁଂ. (ଅଦିତି=ଦେବମାତା, କଶ୍ୟପପତ୍ନୀ+ ଅପତ୍ୟାର୍ଥେ. ଏୟ) — ଦେବତା; ଇନ୍ଦ୍ରାଦି ଦେବଗଣ