ଆଦିତଃ Āditaḥ

  • ସଂ. ଅ. (ଆଦି+ତସ୍) — ସର୍ବାଗ୍ରେ; ପ୍ରଥମେ — At first
  • ସଂ. ଅ. (ଆଦି+ତସ୍) — ଆଦ୍ୟରୁ; ପ୍ରଥମରୁ — From the beginning
  • ସଂ. ଅ. (ଆଦି+ତସ୍) — ପୂର୍ବେ — Previously