ଆଦିତ୍ୟାଦି ନବଗ୍ରହ Ādityādi nabagraha

  • ସଂ. ବି — ହିନ୍ଦୁଜ୍ୟୋତିଷ ମତରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହଷ୍ପତି, ଶୁକ୍ର, ଶନି, ରାହୁ ଓ କେତୁ ଏହି ନଅଟି ଗ୍ରହ