ଆଦିଗଙ୍ଗା Ādigaṅgā
- ସଂ. ବି. (ଆଦି+ଗଙ୍ଗା) — ଗଙ୍ଗାନଦୀର ଶାଖାବିଶେଷ, ପୂର୍ବେ ଯେଉଁ ନଦୀବାଟେ ଗଙ୍ଗା ସମୁଦ୍ରରେ ପଡ଼ିଥିଲା
- ସଂ. ବି. (ଆଦି+ଗଙ୍ଗା) — [ଦ୍ର—ଏହି ନଦୀ କଲିକତା କାଳୀଘାଟ ବାଟେ ବହିଯାଇଅଛି।] — Name of a branch of the Ganges
- ସଂ. ବି. (ଆଦି+ଗଙ୍ଗା) — [ଦ୍ର—ଏହି ନଦୀ କଲିକତା କାଳୀଘାଟ ବାଟେ ବହିଯାଇଅଛି।]