ଅସମ୍ଭବ Asambhaba
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — ଯାହା ସମ୍ଭବେ ନାହିଁ; ଯାହା ଘଟି ନ ପାରେ — Improbable
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — ଅସାଧ୍ୟ; ଯାହା କରାଯାଇ ନ ପାରେ — Impossible; impracticable
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — ଅଲୌକିକ; ଅସାଧାରଣ — Extraordinary
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — ଅନନୁମେୟ — Unimaginable
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — ନୃସିଂହରୂପେ ଅସମ୍ଭବ, ଚିରିଲୁ ଦୁର୍ଜ୍ଜୟ ଦାନବ— ଭୂପତି. ପ୍ରେମପଞ୍ଚାମୃତ।
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — ଯାହା ଘଟିବାର ସମ୍ଭାବନା ନାହିଁ — Unlikely
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — ବିଶ୍ୱାସର ଅଯୋଗ୍ୟ — Unbelievable
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ସମ୍ଭବ=ଉତ୍ପତ୍ତି ଯାହାର; ଯାହାର ଉତ୍ପତ୍ତି ହୋଇ ନ ପାରେ) — କଲେ ଗୋପୀଙ୍କି ଘେନି ଯେତେ ଭାବ, କହିବାକୁ ସେ କଥା ଅସମ୍ଭବ। ଦୀନକୃଷ୍ଣ. ରସକଲ୍ଳୋଳ।
- ସଂ. ବି — ନ ଘଟିବାର ଭାବ; ସମ୍ଭବରାହିତ୍ୟ — Improbability; impossibility
- ସଂ. ବି — ଅଭାବ; ନାସ୍ତିତ୍ୱ — Non-existance
- ସଂ. ବି — ଅଲୌକିକ ଘଟନା — An extraordinary event. (M. W.)