ଅସମ୍ଭବ୍ୟ Asambhabya

  • ସଂ. ବିଣ. (ଅ+ସମ୍ଭବ+ଯ) — ଅସମ୍ଭବ — Impossible (Apte)
  • ସଂ. ବିଣ. (ଅ+ସମ୍ଭବ+ଯ) — ଅବୋଧ୍ୟ — Incomprehensible (Apte)
  • ସଂ. କ୍ରି. ବିଣ — ଅସାଧାରଣରୂପେ — In an extraordinary manner (Apte)
  • ସଂ. କ୍ରି. ବିଣ — ଅବୋଧ୍ୟରୂପେ — In an incomprehensible manner (Apte)