ଅସମ୍ଭାବନା Asambhābanā

  • ସଂ. ବି. (ଅ=ନୁହେଁ+ସମ୍ଭାବନା) — ଅସମ୍ମାନ; ଅମର୍ଯ୍ୟାଦା — Disrespect
  • ସଂ. ବି. (ଅ=ନୁହେଁ+ସମ୍ଭାବନା) — ଯୋଗୀ ସମ୍ଭାବନା ଅସମ୍ଭାବନା ଦୁଇ; ପାଇ ଅସନ୍ତୋଷ ସନ୍ତୋଷ ହେବ ନାହିଁ—କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
  • ସଂ. ବି. (ଅ=ନୁହେଁ+ସମ୍ଭାବନା) — ସମ୍ଭାବନାର ଅଭାବ — Improbability
  • ସଂ. ବି. (ଅ=ନୁହେଁ+ସମ୍ଭାବନା) — ଅଖ୍ଯାତ; ଅଯଶଃ — Disrepute
  • ସଂ. ବି. (ଅ=ନୁହେଁ+ସମ୍ଭାବନା) — ଅନନୁଗ୍ରହ — Want of favour