ଅସମ୍ବଦ୍ଧ Asambaddha

  • ସଂ. ବିଣ. (ଅ+ସମ୍ବନ୍ଧ) — ସମ୍ବନ୍ଧଶୂନ୍ୟ — Not related
  • ସଂ. ବିଣ. (ଅ+ସମ୍ବନ୍ଧ) — ଅସଂଲଗ୍ନ — Unconnected
  • ସଂ. ବିଣ. (ଅ+ସମ୍ବନ୍ଧ) — ପରସ୍ପର ସମ୍ବନ୍ଧରହିତ — Incoherent; disjointed
  • ସଂ. ବିଣ. (ଅ+ସମ୍ବନ୍ଧ) — ନିରର୍ଥକ; ଅର୍ଥରହିତ — Meaningless; absurd (Apte)
  • ସଂ. ବି. — ଅର୍ଥରହିତ ବା ଅସମ୍ଭବ ବାକ୍ୟ — An absurd sentence (Apte)