ଅସମ୍ଭାବିତ Asambhābita
- ସଂ. ବିଣ. (ଅ=ନୁହେଁ+ସମ୍ଭାବିତ) — ସମ୍ଭବ ବୋଲି ବିବେଚିତ ହୋଇ ନ ଥିବା — Thought improbable
- ସଂ. ବିଣ. (ଅ=ନୁହେଁ+ସମ୍ଭାବିତ) — ଯାହାକୁ ଲୋକେ ଭଲ ବୋଲି ବିଚାର ନ କରନ୍ତି — That which is not thought good by people
- ସଂ. ବିଣ. (ଅ=ନୁହେଁ+ସମ୍ଭାବିତ) — ଯାହାକୁ ଲୋକେ ସୁଖ୍ଯାତି ନ ଦିଅନ୍ତି — Not reputed
- ସଂ. ବିଣ. (ଅ=ନୁହେଁ+ସମ୍ଭାବିତ) — ଅଭାବିତ; ଅତର୍କିତ — Unthought of