ଅସମ୍ପର୍କୀୟ Asamparkīya

  • ସଂ. ବି. (ଅ+ସମ୍ପର୍କୀୟ) — ଯେ ଆପଣା ସମ୍ପର୍କୀୟ ନୁହେଁ; ରକ୍ତସମ୍ବନ୍ଧଦ୍ୱାରା ଆବଦ୍ଧ ହୋଇ ନ ଥିବା — Not related by any blood relationship
  • ସଂ. ବି. (ଅ+ସମ୍ପର୍କୀୟ) — ଅସମ୍ପର୍କ; ନିଃସମ୍ପର୍କୀୟ — Unconnected