ଅର୍ଥପତି Arthapati

  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ପତି) — ଧନି ବ୍ୟକ୍ତି — A rich man
  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ପତି) — ରଜା — A king
  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ପତି) — କୁବେର — The Hindu God of wealth