ଅର୍ଥବାନ୍ Arthabān

  • ସଂ. ବିଣ. ପୁଂ. (ଅର୍ଥ+ଅଛି ଅର୍ଥରେ. ବତ୍) — ଅର୍ଥଯୁକ୍ତ; ଧନୀ — Rich; substantial
  • ସଂ. ବିଣ. ପୁଂ. (ଅର୍ଥ+ଅଛି ଅର୍ଥରେ. ବତ୍) — ସାର୍ଥକ — Significant
  • ସଂ. ବିଣ. ପୁଂ. (ଅର୍ଥ+ଅଛି ଅର୍ଥରେ. ବତ୍) — ସଫଳ — Successful
  • ସଂ. ବିଣ. ପୁଂ. (ଅର୍ଥ+ଅଛି ଅର୍ଥରେ. ବତ୍) — ସାଭିପ୍ରାୟ — Having some purpose or intention
  • ସଂ. ବିଣ. ପୁଂ. (ଅର୍ଥ+ଅଛି ଅର୍ଥରେ. ବତ୍) — ଉଦ୍ଦେଶ୍ୟ ବିଶିଷ୍ଟ — Having some end in view