ଅର୍ଥବିଜ୍ଞାନ Arthabijn̄āna

  • ସଂ. ବି. (ମଧ୍ୟପଦଲୋପୀ; ଅର୍ଥ ସମ୍ବନ୍ଧୀୟ ବିଜ୍ଞାନ) — ଅର୍ଥବୋଧ—(ବୁଦ୍ଧିଚାଳନାବିଷୟକ ଆଠ ଗୋଟି କ୍ରମ ମଧ୍ୟରୁ ଏକତମ।) — Comprehension of meaning (M. W.)
  • ସଂ. ବି. (ମଧ୍ୟପଦଲୋପୀ; ଅର୍ଥ ସମ୍ବନ୍ଧୀୟ ବିଜ୍ଞାନ) — ଶବ୍ଦଶକ୍ତିଗ୍ରହଣ — Assimilation of the power of words
  • ଦେ. ବି. — ଅର୍ଥନୀତି — Economics