ଅର୍ଥଦୋଷ Arthadosha
- ସଂ. ବି. — ଅଳଙ୍କାରଶାସ୍ତ୍ରୋକ୍ତ ଦୋଷ; ଯେଉଁ ଦୋଷ କାର୍ଯ୍ୟର ତାତ୍ପର୍ଯ୍ୟ ବା ଅର୍ଥକୁ ଆଶ୍ରୟ କରିଥାଏ। (ଯଥା—ଅପୁଷ୍ଟତା, ଦୁଷ୍କ୍ରମତା, ଗ୍ରାମ୍ୟତା, ବ୍ୟାହତତ୍ୱ, ଅଶ୍ଳୀଳତା, କଷ୍ଟାର୍ଥତା, ପୁନରୁକ୍ତତା, ବିରୁଦ୍ଧତା, ଅତିବିରୁଦ୍ଧତା ଓ ବିଦ୍ୟାବିରୁଦ୍ଧତା) — A fault in rhetoric