ଅର୍ଥପ୍ରୟୋଗ Arthaprayoga
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ପ୍ରୟୋଗ=ଲାଭାର୍ଥ. ବ୍ୟବହାର) — ଋଣରେ ଟଙ୍କା ଖଟାଇବା; ମହାଜନୀ — Investment of money in loan; usury
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ପ୍ରୟୋଗ=ଲାଭାର୍ଥ. ବ୍ୟବହାର) — ଲାଭ ପାଇଁ ବାଣିଜ୍ୟାଦିରେ ଟଙ୍କା ଲଗାଇବା — Investment of money in trade etc for profit