ଅର୍ଥଗୌରବ Arthaga̲u̲raba

  • ସଂ. ବି. (ମଧ୍ୟପଦଲୋପୀ; ଅର୍ଥଜନିତ ଗୌରବ) — ଗୂଢ଼ାର୍ଥତା — Depth of meaning
  • ସଂ. ବି. (ମଧ୍ୟପଦଲୋପୀ; ଅର୍ଥଜନିତ ଗୌରବ) — ଧନଯୋଗୁଁ ପୂଜା ବା ମାନ୍ୟ — Respect due to riches