ଅର୍ଥବଳ Arthabaḻa

  • ସଂ. ବି. (ମଧ୍ୟପଦଲୋପୀ; ଅର୍ଥଜନିତବଳ) — ଧନବଳ; ପାଖରେ ଧନ ଥିବାରୁ ମନୁଷ୍ୟର ଯେଉଁ ଶକ୍ତି ବା ସାମର୍ଥ୍ୟ ହୁଏ — Power derived from riches
  • ସଂ. ବି. (ମଧ୍ୟପଦଲୋପୀ; ଅର୍ଥଜନିତବଳ) — ଅର୍ଥସଙ୍ଗତି — Sufficience in money-matters
  • ସଂ. ବି. (ମଧ୍ୟପଦଲୋପୀ; ଅର୍ଥଜନିତବଳ) — ସମ୍ପଦ — Affluence