ଅଯୁତ୍ର Aj̄utra

  • ଗ୍ରା. ବିଣ (ସଂ ଅ+ଓ. ଯୁତ୍ର) — ଜୀବିକା ନିର୍ବାହର ଉପାୟହୀନ — Destitute of the means of livelihood
  • ଗ୍ରା. ବିଣ (ସଂ ଅ+ଓ. ଯୁତ୍ର) — ନିଃସ୍ୱ; କଙ୍ଗାଳ — Pauper
  • ଗ୍ରା. ବିଣ (ସଂ ଅ+ଓ. ଯୁତ୍ର) — ଯାହାର ଚାଷ କରିବା ଉପକରଣ ବା ଯନ୍ତ୍ରାଦି ନାହିଁ — Not possessing the necessary implements of husbandry