ଅଯୁଗ୍ମନେତ୍ର Aj̄ugmanetra

  • ସଂ. ବି. ପୁଂ (ବହୁବ୍ରୀହି; ଅଯୁଗ୍ମ ସଂଖ୍ୟକ ନେତ୍ର ଯାହାଙ୍କର; ମହାଦେବଙ୍କର ତିନି ଆଖି ଥିବାରୁ) — ମହାଦେବ; ଶିବ — God Ṡiba