ଅଯୋଗବାହ Aj̄ogabāha

  • ସଂ. ବିଣ. (ଅ+ଯୋଗ+ବହ ଧାତୁ+ଅ) ଯେଉଁ ବର୍ଣ୍ଣମାନ ଅନ୍ୟ ବର୍ଣ୍ଣର ଯୋଗ ବା ଆଶ୍ରୟ ବିନା ଉଚ୍ଚାରିତ ବା ବ୍ୟବହୁତ ହୋଇ ପାରନ୍ତି ନାହିଁ (ଯଥା— ଅନୁସ୍ୱାର, ବିସର୍ଗ; ଚନ୍ଦ୍ରବିନ୍ଦୁ) — (letters) Which cannot be used without being joined to another letter