ଅଯୁଗ୍ମବାହ Aj̄ugmabāha

  • ସଂ. ବି. ପୁଂ. (ବହୁବ୍ରୀହି; ଅଯୁଗ୍ମ=ବିଷମ ବା ସାତଟି+ ବାହ=ବାହନ ଯାହାର) — ସପ୍ତାଶ୍ୱବାହନ; ସୂର୍ଯ୍ୟ — The Sun-god