ଅଯୋଗ Aj̄oga

  • ସଂ. ବି (ଅ+ଯୋଗ) — ଯୋଗର ଅଭାବ — Want of connection
  • ସଂ. ବି (ଅ+ଯୋଗ) — ଅନୁପଯୁକ୍ତତା — Unfitness; inappropriateness
  • ସଂ. ବି (ଅ+ଯୋଗ) — ଅନୁପଯୋଗିତା — Unsuitability
  • ସଂ. ବି (ଅ+ଯୋଗ) — ଅପ୍ରାପ୍ତି — Non-attainment
  • ସଂ. ବି (ଅ+ଯୋଗ) — ସଙ୍କଟ; ବିପଦ — Danger
  • ସଂ. ବି (ଅ+ଯୋଗ) — ବିଚ୍ଛେଦ — Separation
  • ସଂ. ବି (ଅ+ଯୋଗ) — ବିଶ୍ଳେଷଣ — Analysis
  • ସଂ. ବି (ଅ+ଯୋଗ) — ଦୁର୍ଯୋଗ — Unfavourable combination of circumstances
  • ସଂ. ବି (ଅ+ଯୋଗ) — ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ କୌଣସି କର୍ମ ପାଇଁ ଅପ୍ରଶସ୍ତ କାଳ — Inauspicious time according to astrological calculations for doing any work
  • ସଂ. ବି (ଅ+ଯୋଗ) — କୁଟ; ଯେଉଁ ବାକ୍ୟର ଅର୍ଥ ସୁଗମତାସହ ବୋଧ ନ ହୁଏ — Riddle
  • ସଂ. ବି (ଅ+ଯୋଗ) — କୁସମୟ; କୁକାଳ — Bad times
  • ସଂ. ବି (ଅ+ଯୋଗ) — ନିହାଇ; ସୁନାରୀବଣିଆଁ ଯେଉଁ ଲୌହପିଣ୍ଡ ଉପରେ ଧାତୁ ରଖି ଧାତୁକୁ ହାତୁଡ଼ିରେ ପିଟେ — A goldsmith's anvil