ଅଯୋଗ୍ୟମୂଳା Aj̄ogyamūḻā

  • ପ୍ରାଦେ. (କଟକ; ପୁରୀ). ବିଣ. ପୁଂ ଓ ସ୍ତ୍ରୀ (ଗାଳିରେ ବ୍ୟବହୁତ) — ଅଯୋଗ୍ୟ ବା ନିକମ୍ମା (ଲୋକ) — Worthless; good for nothing
  • ପ୍ରାଦେ. (କଟକ; ପୁରୀ). ବିଣ. ପୁଂ ଓ ସ୍ତ୍ରୀ (ଗାଳିରେ ବ୍ୟବହୁତ) — କୋଢ଼ିଆ; ଆଳସ୍ୟପରାୟଣ — Lazy; idle