ଅଯୁକ୍ତ Aj̄ukta

  • ସଂ. ବିଣ. (ଅ+ଯୁକ୍ତ) — ଯୁଆଳିରେ ଯୋଚା ହୋଇ ନ ଥିବା — Unyoked
  • ସଂ. ବିଣ. (ଅ+ଯୁକ୍ତ) — ଯୋଗ ବା ମିଶାଣ କରାଯାଇ ନ ଥିବା — Not added together
  • ସଂ. ବିଣ. (ଅ+ଯୁକ୍ତ) — ଅସଂଯୁକ୍ତ; ଅସମ୍ବଦ୍ଧ — Unconnected; not joined
  • ସଂ. ବିଣ. (ଅ+ଯୁକ୍ତ) — ଅଯୋଗ୍ୟ — Unfit
  • ସଂ. ବିଣ. (ଅ+ଯୁକ୍ତ) — ଅନୁଚିତ — Improper
  • ସଂ. ବିଣ. (ଅ+ଯୁକ୍ତ) — ଅଯୌକ୍ତିକ — Unreasonable
  • ସଂ. ବିଣ. (ଅ+ଯୁକ୍ତ) — ଅଲଗା; ସ୍ୱତନ୍ତ୍ର — Separate
  • ସଂ. ବିଣ. (ଅ+ଯୁକ୍ତ) — ଅନୁପଯୁକ୍ତ — Unsuitable
  • ସଂ. ବିଣ. (ଅ+ଯୁକ୍ତ) — ଅନ୍ୟମନସ୍କ — Inattentive
  • ସଂ. ବିଣ. (ଅ+ଯୁକ୍ତ) — ଆପଦଗ୍ରସ୍ତ—(ହିନ୍ଦି. ଶବ୍ଦସାଗର) — Involved in danger
  • ସଂ. ବିଣ. (ଅ+ଯୁକ୍ତ) — ଅମିଶ୍ରିତ (ହିନ୍ଦି. ଶବ୍ଦସାଗର) — Unmixed
  • ସଂ. ବିଣ. (ଅ+ଯୁକ୍ତ) — ବେଜୋଡ଼ — Not in pairs