ଅଯୁକତ Aj̄ukata

  • ଗ୍ରା. ପଦ୍ୟ. ବିଣ. (ସଂ. ଅଯୌକ୍ତିକ; ଅଯୁକ୍ତ) — ଅଯୁକ୍ତ (ଦେଖ) — Aj̄kta (See)
  • ଗ୍ରା. ପଦ୍ୟ. ବିଣ. (ସଂ. ଅଯୌକ୍ତିକ; ଅଯୁକ୍ତ) — ଅଯୁକତ ନୁହେ ଏ କଥା ତୁମ୍ଭଠାରେ—କୃଷ୍ଣସିଂହ. ମହାଭାରତ, ବନ।