ଅଯୁଗ Aj̄uga

  • ସଂ. ବିଣ. (ଅ+ଯୁଜ ଧାତୁ=ଯୋଡ଼ିବା+କର୍ମ. ଅ) — ବିଷମ; ବିଯୋଡ଼ (ସଂଖ୍ୟା)—ଯେଉଁ ସଂଖ୍ୟା ଦୁଇରେ ହରିଲେ ଛିଣ୍ଡିବ ନାହିଁ — Uneven (number)
  • ସଂ. ବିଣ. (ଅ+ଯୁଜ ଧାତୁ=ଯୋଡ଼ିବା+କର୍ମ. ଅ) — ବେଯୋଡ଼; ଯୋଡ଼ା ବା ଯୁଗ୍ମ ହୋଇ ନ ଥିବା — Not in pairs
  • ସଂ. ବିଣ. (ଅ+ଯୁଜ ଧାତୁ=ଯୋଡ଼ିବା+କର୍ମ. ଅ) — ଏକାକୀ; ଏକୁଟିଆ — Single; solitary