ଅଯାତ୍ରିକ Aj̄ātrika
- ସଂ. ବିଣ. ପୁଂ. (ଅ+ଯାତ୍ରା+ଈକ) — ଯାତ୍ରା ସମୟରେ ଯାହାକୁ ଦେଖିବା ଅଶୁଭସୂଚକ — Inauspicious to be seen or met at the time of setting out on a journey or mission
- ସଂ. ବିଣ. ପୁଂ. (ଅ+ଯାତ୍ରା+ଈକ) — ଅମଙ୍ଗୁଳିଆ — Inauspicious
- ସଂ. ବିଣ. ପୁଂ. (ଅ+ଯାତ୍ରା+ଈକ) — ଯାତ୍ରା ଅର୍ଥେ ତୀର୍ଥେ ଅଯାତ୍ରିକକୁ ନ ବରି। ସାରଳାମହାଭାରତ. ଭୀଷ୍ମ।
- ସଂ. ବିଣ. ପୁଂ. (ଅ+ଯାତ୍ରା+ଈକ) — କୌଣସି କାର୍ଯ୍ୟ ବା ଯାତ୍ରା ବା ଅନୁକୂଳ କରିବାର ଯାହା ଶୁଦ୍ଧ ବା ପ୍ରଶସ୍ତ କାଳ ନୁହେଁ